ଅର୍ଥ : ଓକିଲର କାମ ବା ବୃତ୍ତି
ଉଦାହରଣ :
ଆଜିକାଲି ରାମର ଓକିଲାତି ଭଲରେ ଚାଲୁଛି
ଅନ୍ୟ ଭାଷାରେ ଅନୁବାଦ :
Active support of an idea or cause etc.. Especially the act of pleading or arguing for something.
advocacy, protagonismଅର୍ଥ : କୌଣସି ବ୍ୟକ୍ତିଙ୍କ ତରଫରୁ ତାଙ୍କ ସପକ୍ଷରେ କଥା କହିବାର ପ୍ରକ୍ରିୟା
ଉଦାହରଣ :
ବୁଶ୍ ଏଚ୍-୧ବି ଭିସା ବଢ଼ାଇବାପାଇଁ ଓକିଲାତି କଲେ
ଅନ୍ୟ ଭାଷାରେ ଅନୁବାଦ :
Active support of an idea or cause etc.. Especially the act of pleading or arguing for something.
advocacy, protagonism