ଅର୍ଥ : କୌଣସି ନଗରର ଯେଉଁ ସ୍ଥାନରେ ଅନ୍ୟ ଦେଶର ରାଜଦୂତ ଏବଂ ତାଙ୍କ ସହକର୍ମୀମାନେ ରହନ୍ତି
ଉଦାହରଣ :
ଦିଲ୍ଲୀରେ ଅନେକ ଦେଶର ଦୂତାବାସ ଅଛି
ସମକକ୍ଷ : ଦୂତାବାସ
ଅନ୍ୟ ଭାଷାରେ ଅନୁବାଦ :
किसी नगर का वह स्थान जहाँ दूसरे राष्ट्र या राज्य का राजदूत और उसके साथी, कर्मचारी आदि रहते हों।
दिल्ली में कई देशों के दूतावास हैं।Diplomatic building that serves as the residence or workplace of a consul.
consulate