ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ ଗୋଟିଏ ମୁଁହ ବା ଛିଦ୍ର ଅଛି
ଉଦାହରଣ : ଏକମୁଖୀ ରୁଦ୍ରାକ୍ଷର ବହୁତ ମହିମା ବର୍ଣ୍ଣନା କରାଯାଇଛି
ସମକକ୍ଷ : ଏକମୁହାଁ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसमें एक मुख या छिद्र हो।
ଅର୍ଥ : ଯାହାର ଗୋଟିଏ ମୁଖ ବା ମୁଁହ ଅଛି
ଉଦାହରଣ : ଏହି ମନ୍ଦିରରେ ଭଗବାନ୍ ଦତାତ୍ରେୟଙ୍କର ଏକମୁଖୀ ମୂର୍ତ୍ତି ସ୍ଥାପିତ ହୋଇଛି
ସମକକ୍ଷ : ଏକମୁଁହା
जिसका एक मुख या मुँह हो।
ସଂସ୍ଥାପନ କରନ୍ତୁ