ଅର୍ଥ : ଜଣେ ପୌରାଣିକ ଋଷି
ଉଦାହରଣ :
ଋଷ୍ୟଶୃଙ୍ଗ ଋଷି ମହର୍ଷି ବିଭାଣ୍ଡକଙ୍କ ପୁତ୍ର ଥିଲେ
ସମକକ୍ଷ : ଋଷ୍ୟଶୃଙ୍ଗ ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sageଅର୍ଥ : ଗୋଟିଏ କାହାଣୀ ଅନୁସାରେ ଦଶରଥଙ୍କ ଜ୍ୱାଇଁ ଭାବେ ପରିଚିତ ହେଉଥିବା ଜଣେ ଋଷି
ଉଦାହରଣ :
ଥରେ ରାଜା ପରୀକ୍ଷିତ ଶୃଙ୍ଗୀଙ୍କ ଗଳାରେ ମଲା ସାପ ଝୁଲାଇ ଦେଇଥିଲେ,ଯେଉଁଥିରେ କ୍ରୋଧିତ ହୋଇ ଶୃଙ୍ଗୀ ଋଷି ଶାପ ଦେଇଥିଲେ
ସମକକ୍ଷ : ଶୃଙ୍ଗୀ, ଶୃଙ୍ଗୀ ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sage