ଅର୍ଥ : ପୁରାଣରେ ବର୍ଣ୍ଣିତ ଏକ ପର୍ବତ
ଉଦାହରଣ :
ସୁଗ୍ରୀବ ବାଳିର ଡରରେ ଋଷ୍ୟମୂକ ପର୍ବତରେ ଲୁଚି ରହିଥିଲେ
ସମକକ୍ଷ : ଋଷ୍ୟମୂକ ପର୍ବତ, ଋଷ୍ୟମୂକ ପାହାଡ଼
ଅନ୍ୟ ଭାଷାରେ ଅନୁବାଦ :
पुराणों में वर्णित एक पर्वत।
सुग्रीव बालि के डर से ऋष्यमूक पर्वत पर छिपकर रहते थे।