ଅର୍ଥ : କୌଣସି ଧାତୁ ଆଦି ଉପରେ ଯେଉଁ ଉପକରଣକୁ ଘଷିଲେ ତାହାର ସୂକ୍ଷ୍ମ କଣିକା କଟି ଖସିପଡ଼େ
ଉଦାହରଣ :
ସେ ପରଶୁକୁ ଉହାରେ ଘଷୁଥିଲା
ଅନ୍ୟ ଭାଷାରେ ଅନୁବାଦ :
A steel hand tool with small sharp teeth on some or all of its surfaces. Used for smoothing wood or metal.
fileଅର୍ଥ : ଯେଉଁ ରନ୍ଦାରେ କରତଆଦିର ଦାନ୍ତଗୁଡ଼ିକ ଘଷି ତୀକ୍ଷ୍ଣ କରାଯାଏ
ଉଦାହରଣ :
କମାର ଉହାରେ କରତର ଦାନ୍ତ ପଜଉଛି
ଅନ୍ୟ ଭାଷାରେ ଅନୁବାଦ :
वह रेती जिससे आरे आदि के दाँतों को रगड़कर तेज बनाया जाता है।
लुहार कनासी से आरे में दाँत बना रहा है।ଅର୍ଥ : ଯେଉଁ ଭାଟିକୁ କମାର ଲୁହାଆଦିର ଉପକରଣ, ବସ୍ତୁଆଦି ତିଆରି କଲାବେଳେ ବ୍ୟବହାର କରେ
ଉଦାହରଣ :
କମାର ଉହା ଜଳାଉଛି
ଅନ୍ୟ ଭାଷାରେ ଅନୁବାଦ :
वह भट्ठी जिसका प्रयोग लुहार लोहे आदि के उपकरण, वस्तु आदि बनाने में करता है।
लुहार लुहारी भट्ठी को जला रहा है।Furnace consisting of a special hearth where metal is heated before shaping.
forgeଅର୍ଥ : ଯେଉଁ ଖାତରେ କୁମ୍ଭାର ମାଟିର ପାତ୍ର ପୋଡ଼ି ଥାଏ
ଉଦାହରଣ :
ଉହାରେ ପୋଡ଼ି ପାତ୍ର ଟାଣ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
A furnace for firing or burning or drying such things as porcelain or bricks.
kilnଅର୍ଥ : ନାକର ଗୋଟିଏ ରୋଗ
ଉଦାହରଣ :
ଉହା ରୋଗରେ ନାକରୁ ଦୁର୍ଗନ୍ଧ ରକ୍ତ ବାହାରେ
ସମକକ୍ଷ : ଉହା ରୋଗ
ଅନ୍ୟ ଭାଷାରେ ଅନୁବାଦ :