ଅର୍ଥ : ସଂକ୍ଷିପ୍ତ ରୂପରେ କୁହାଗଲେବି ଯାହାର ବହୁତ ଗୁଢ଼ ଅର୍ଥ ଥାଏ
ଉଦାହରଣ :
ଗୁରୁଜୀଙ୍କଠାରୁ ମୋତେ ବଞ୍ଚିବାର ସୂତ୍ର ମିଳିଲା
ସମକକ୍ଷ : ସୂତ୍ର
ଅନ୍ୟ ଭାଷାରେ ଅନୁବାଦ :
थोड़े शब्दों में कहा हुआ वह पद या वचन जिसमें बहुत और गूढ़ अर्थ हों।
गुरुजी से मुझे जीवन जीने का सूत्र मिल गया।ଅର୍ଥ : କୌଣସି ବିଶେଷ ପରିସ୍ଥିତିରେ ହଠାତ ମୁଣ୍ଡକୁ ଆସୁଥିବା ସ୍ପଷ୍ଟ ବିଚାର
ଉଦାହରଣ :
ଏବେ କୌଣସି ଉପାୟ ହିଁ ଏହି ସମସ୍ୟାରୁ ରକ୍ଷା କରିପାରିବ
ଅନ୍ୟ ଭାଷାରେ ଅନୁବାଦ :
किसी विशेष परिस्थिति आदि में अचानक दिमाग में आने वाला स्पष्ट विचार।
कोई सूझ ही अब हमें इस समस्या से बचा सकती है।ଅର୍ଥ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
ଉଦାହରଣ :
ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
ସମକକ୍ଷ : ପ୍ରଯତ୍ନ, ବାଟ, ବିଧି, ମାର୍ଗ, ଯତ୍ନ, ରାସ୍ତା, ସାଧନ
ଅନ୍ୟ ଭାଷାରେ ଅନୁବାଦ :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।ଅର୍ଥ : ସାମନାକୁ ଆସୁଥିବା ଦୁଇଟି କିମ୍ବା ଅଧିକ ଏଭଳି କଥା ବା କାମଗୁଡ଼ିକ ମଧ୍ୟରୁ ଯେଉଁଥିରୁ ଗୋଟିଏକୁ ଗ୍ରହଣ କରାଯାଇପାରେ
ଉଦାହରଣ :
ରୋଗୀକୁ ଅନ୍ୟ ଡାକ୍ତରଖାନାକୁ ନେବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ
ସମକକ୍ଷ : ବିକଳ୍ପ
ଅନ୍ୟ ଭାଷାରେ ଅନୁବାଦ :
One of a number of things from which only one can be chosen.
What option did I have?.