ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପମା   ବିଶେଷ୍ୟ

ଅର୍ଥ : ସାହିତ୍ୟର ଏକ ଅଳଙ୍କାର ଯେଉଁଥିରେ ଦୁଇ ବସ୍ତୁ ମଧ୍ୟରେ ଭେଦ ରହିଥିଲେବି ସେମାନଙ୍କୁ ସମାନ କୁହାଯାଇଥାଏ

ଉଦାହରଣ : ବନ୍ଦଇ ଚରଣ କମଳ, ହରି ସୁମରି ହରେ କାଳ ଓଡ଼ିଆ ଉପମା ଅଳଙ୍କାରର ଉଦାହରଣ

ସମକକ୍ଷ : ଉପମା ଅଳଙ୍କାର


ଅନ୍ୟ ଭାଷାରେ ଅନୁବାଦ :

साहित्य में एक अलंकार जिसमें दो वस्तुओं में भेद रहते हुए भी उन्हें समान बतलाया जाता है।

चरण कमल बंदौ हरिराई में उपमा अलंकार है।
अर्थोपमा, उपमा, उपमा अलंकार, उपमालंकार

A figure of speech that expresses a resemblance between things of different kinds (usually formed with `like' or `as').

simile

ଅର୍ଥ : କୌଣସି ବସ୍ତୁ, କାର୍ଯ୍ୟ ବା ଗୁଣକୁ ଅନ୍ୟ ବସ୍ତୁ, କାର୍ଯ୍ୟ ବା ଗୁଣ ସହିତ ସମାନ ରୂପେ ଦର୍ଶାଉଥିବା କ୍ରିୟା

ଉଦାହରଣ : ସୁନ୍ଦର ସ୍ତ୍ରୀମାନଙ୍କୁ ଜହ୍ନର ଉପମା ଦିଆଯାଇଥାଏ


ଅନ୍ୟ ଭାଷାରେ ଅନୁବାଦ :

किसी वस्तु,कार्य या गुण को दूसरी वस्तु,कार्य,या गुण के समान बतलाने की क्रिया।

सुंदर स्त्रियों को चाँद की उपमा दी जाती है।
उपमा

Relation based on similarities and differences.

comparison