ଅର୍ଥ : କଣ କରିବା ଭଲ ସେ ବିଷୟରେ କାହାରିକୁ ଉପଦେଶ ଦେବା
ଉଦାହରଣ :
ମା ପୁଅକୁ ତାର ଖରାପଗୁଣ ଛାଡ଼ିବାପାଇଁ ବୁଝାଇଲେ
ସମକକ୍ଷ : ବୁଝାଇବା
ଅନ୍ୟ ଭାଷାରେ ଅନୁବାଦ :
किसी को यह बताना कि क्या करना अच्छा है।
माँ ने उसे बहुत समझाया,पर उसने एक न सुनी।ଅର୍ଥ : କାହାରିକୁ କେଉଁଟା ଠିକ୍ ବା କ’ଣ ହେବା ଉଚିତ କହିବା
ଉଦାହରଣ :
ଗୁରୁ ପିଲାମାନଙ୍କୁ ଏହି କାମ ବିଷୟରେ ପରାମର୍ଶ ଦେଉଛନ୍ତି
ସମକକ୍ଷ : ପରାମର୍ଶ ଦେବା
ଅନ୍ୟ ଭାଷାରେ ଅନୁବାଦ :
किसी को यह बताना कि क्या ठीक है या क्या होना चाहिए।
गुरुजी बच्चों को इस काम के बारे में परामर्श दे रहे हैं।