ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉନ୍ନିଦ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉନ୍ନିଦ୍ର   ବିଶେଷ୍ୟ

ଅର୍ଥ : ମଣିଷକୁ ନିଦ ଆଦୌ ନହେବା ବା ବେଳେବେଳେ ବହୁତ କମ ହେଉଥିବା ଏକ ରୋଗ

ଉଦାହରଣ : ଅନିଦ୍ରା ପୀଡ଼ିତ ରୋଗୀ ଖଟ ଉପରେ କଡ଼ ବଦଳାଉଥିଲା

ସମକକ୍ଷ : ଅନିଦ୍ରା


ଅନ୍ୟ ଭାଷାରେ ଅନୁବାଦ :

एक रोग जिसमें मनुष्य को नींद बिल्कुल नहीं आती या कभी-कभी और बहुत कम आती है।

अनिद्रा से पीड़ित रोगी खाट पर करवटें बदल रहा था।
अनिद्रा, अनिद्रा रोग, उन्निद्र, उन्निद्र रोग

An inability to sleep. Chronic sleeplessness.

insomnia

ଉନ୍ନିଦ୍ର   ବିଶେଷଣ

ଅର୍ଥ : ଯାହାକୁ ଶୋଇବା ସମୟରେ ମଧ୍ୟ ନିଦ ଆସେନାହିଁ

ଉଦାହରଣ : ଉନ୍ନିଦ୍ର ବ୍ୟକ୍ତି ରାତିସାରା ଖଟ ଉପରେ କଡ଼ ବଦଳାଉଥାଏ

ସମକକ୍ଷ : ନିଦ୍ରା ରହିତ, ନିଦ୍ରାହୀନ


ଅନ୍ୟ ଭାଷାରେ ଅନୁବାଦ :

जिसे सोने के समय भी नींद न आती हो।

उन्निद्र व्यक्ति रातभर चारपाई पर करवटें बदलता रहा।
उन्निद्र, निद्रा रहित