ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍ଧାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍ଧାର   ବିଶେଷ୍ୟ

ଅର୍ଥ : ସୁରକ୍ଷିତ ହେବା ବା ରହିବା ଅବସ୍ଥା

ଉଦାହରଣ : ଆଜିକାଲି ସମାଜର ସୁରକ୍ଷା ବିପଦ ଗ୍ରସ୍ତନେତା ନିଜର ଓ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ

ସମକକ୍ଷ : ରକ୍ଷା, ସୁରକ୍ଷା


ଅନ୍ୟ ଭାଷାରେ ଅନୁବାଦ :

सुरक्षित होने या रहने की अवस्था।

आज समाज की सुरक्षितता खतरे में है।
नेता ने अपनी तथा अपने परिवार की सुरक्षितता की दृष्टि से आतंकियों से हाथ मिला लिया।
महफूजता, सुरक्षितता

The state of being certain that adverse effects will not be caused by some agent under defined conditions.

Insure the safety of the children.
The reciprocal of safety is risk.
safety

ଅର୍ଥ : ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି

ଉଦାହରଣ : କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି

ସମକକ୍ଷ : ତ୍ରାହି, ମୁକ୍ତି


ଅନ୍ୟ ଭାଷାରେ ଅନୁବାଦ :

मृत्यु के फलस्वरूप सांसारिक कष्ट-भोगों की होने वाली समाप्ति अथवा उनसे मिलने वाला छुटकारा।

वे जीर्ण रोग से पीड़ित ज़िंदगी से मुक्ति की कामना दिन-रात करते रहते हैं।
आज़ादी, आजादी, उद्धार, छुटकारा, निज़ात, निजात, निवृत्ति, मुक्ति

The act of reducing something unpleasant (as pain or annoyance).

He asked the nurse for relief from the constant pain.
alleviation, easement, easing, relief

ଅର୍ଥ : ମୁକ୍ତକରିବା ବା ହେବାର ଅବସ୍ଥା ବା ଭାବ

ଉଦାହରଣ : ଆମେରିକାରେ ଦାସ ମୁକ୍ତିର ଶ୍ରେୟ ଆବ୍ରାହମ ଲିଙ୍କନଙ୍କୁ ଦିଆଯାଏ

ସମକକ୍ଷ : ନିବୃତ୍ତି, ବନ୍ଧନ, ବିମୁକ୍ତି, ମୁକ୍ତି


ଅନ୍ୟ ଭାଷାରେ ଅନୁବାଦ :

मुक्त करने या होने की अवस्था या भाव।

अमरीका में दासों की मुक्ति का श्रेय अब्राहम लिंकन को दिया जाता है।
अजादी, अपोह, अवसर्जन, आज़ादी, आजादी, उग्रह, उद्धार, उन्मुक्ति, छुटकारा, निज़ात, निजात, निवृत्ति, बंधन मुक्ति, बंधन-मुक्ति, बंधनमुक्ति, मुक्ति, रिहाई, विमुक्ति, व्यवच्छेद

The condition of being free. The power to act or speak or think without externally imposed restraints.

freedom

ଅର୍ଥ : ଜବତ୍ ହୋଇଥିବା ବା ହଜି ଯାଇଥିବା, ଚୋରି ଯିବା ବା ମିଳୁନଥିବା ଜିନିଷ ପାଇବାର କ୍ରିୟା

ଉଦାହରଣ : ଚୋରିଯାଇଥିବା ଲକ୍ଷାଧିକ ଟଙ୍କାର ଆଭୂଷଣକୁ ପୁଲିସ୍ ଉଦ୍ଧାର କରିଥିବା ଖବର ମିଳୁଛି


ଅନ୍ୟ ଭାଷାରେ ଅନୁବାଦ :

बरामद होने या खोई हुई, चोरी गई या न मिलती हुई चीज के मिल जाने की क्रिया।

पुलिस से चोरी गए लाखों के जेवरात की बरामदगी का समाचार मिला है।
प्रवर्तन, बरामदगी

ଅର୍ଥ : ମୁକ୍ତି ପାଇବାର କ୍ରିୟା

ଉଦାହରଣ : ଈଶ୍ୱର ସାଧନା ହିଁ ଜଗତରୁ ମୁକ୍ତି ପାଇବାର ସାଧନ

ସମକକ୍ଷ : ନିସ୍ତାର, ମୁକ୍ତି, ମୋକ୍ଷ


ଅନ୍ୟ ଭାଷାରେ ଅନୁବାଦ :

उबरने की क्रिया।

ईश्वर साधना जग उबराई का साधन है।
उबराई, निस्तराई

Recovery or preservation from loss or danger.

Work is the deliverance of mankind.
A surgeon's job is the saving of lives.
deliverance, delivery, rescue, saving

ଅର୍ଥ : ଋଣରୁ ମୁକ୍ତି

ଉଦାହରଣ : ସାହୁକାରଠାରୁ ଋଣ ମୁକ୍ତ ହେବା ଆମର ଏହି ଜନ୍ମରେ ହୋଇପାରିବ ନାହିଁ

ସମକକ୍ଷ : ଋଣ ମୁକ୍ତ, କରଜ ମୁକ୍ତ


ଅନ୍ୟ ଭାଷାରେ ଅନୁବାଦ :

ऋण से मुक्ति।

साहूकार के ऋण से हमारा उद्धार इस जनम में नहीं हो सकता।
उद्धार

ଅର୍ଥ : କୌଣସି ଜିନିଷକୁ ଆହୁରି ଭଲ ବା ଅଧିକ ଉପଯୋଗୀ କରିବା ବା କରାଇବା କାର୍ଯ୍ୟ

ଉଦାହରଣ : ଏହି କାର୍ଯ୍ୟରେ ସୁଧାରର ମଧ୍ୟ ଆବଶ୍ୟକତା ରହିଛି ଡାକ୍ତରଙ୍କ ହାତରେ ରୋଗୀଙ୍କର ଉଦ୍ଧାର ହୋଇଥାଏ

ସମକକ୍ଷ : ସୁଧାର


ଅନ୍ୟ ଭାଷାରେ ଅନୁବାଦ :

किसी चीज़ को और अच्छा, नया व सुंदर रूप देने की क्रिया या उसे अधिक उपयोगी बनाने या उसके अधिक उपयोगी बनने की क्रिया।

इस कार्य में सुधार की आवश्यकता है।
इसलाह, इस्लाह, उद्धार, दुरुस्ती, शिष्टि, संस्करण, संस्कार, सुधार

A change for the better. Progress in development.

advance, betterment, improvement

ଅର୍ଥ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ

ଉଦାହରଣ : ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା

ସମକକ୍ଷ : ତାରଣ, ନିସ୍ତାର, ମୁକ୍ତି, ରକ୍ଷା


ଅନ୍ୟ ଭାଷାରେ ଅନୁବାଦ :

कष्ट या विपत्ति आदि से बचाने या छुड़ाने की क्रिया।

इस शाप से उद्धार का कोई तो उपाय होगा ही।
उद्धार, उबार, तारण, निस्तार

Recovery or preservation from loss or danger.

Work is the deliverance of mankind.
A surgeon's job is the saving of lives.
deliverance, delivery, rescue, saving