ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ତରାଧିକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ତରାଧିକାରୀ   ବିଶେଷ୍ୟ

ଅର୍ଥ : ଯେଉଁ ଅଧିକାର ଅନୁଯାୟୀ ଜଣେ ଅନ୍ୟର ମୃତ୍ୟୁ ପରେ ତାହାର ସମ୍ପତ୍ତି ବା ପଦକୁ ପ୍ରାପ୍ତ କରେ

ଉଦାହରଣ : ଉତ୍ତରାଧିକାରୀ ସୂତ୍ରରେ ସେ ବହୁତ ସମ୍ପତ୍ତି ପାଇଛି


ଅନ୍ୟ ଭାଷାରେ ଅନୁବାଦ :

वह अधिकार जिसके अनुसार कोई किसी के मरने पर उसकी सम्पत्ति अथवा उसके हटने पर उसका पद या स्थान पाता है।

उसे उत्तराधिकार के रूप में ढेर सारी सम्पत्ति प्राप्त हुई है।
उत्तराधिकार, विरासत

An inheritance coming by right of birth (especially by primogeniture).

birthright, patrimony

ଅର୍ଥ : ଯେଉଁ ବ୍ୟକ୍ତି କାହାରି ମୃତ୍ୟୁ ପରେ ନିୟମ ଅନୁସାରେ ତାଙ୍କ ସମ୍ପତ୍ତିର ଅଧିକାରୀ ହୁଅନ୍ତି

ଉଦାହରଣ : ସାଧାରଣତଃ ପିତାଙ୍କ ଉତ୍ତରାଧିକାରୀ ତାଙ୍କ ପୁତ୍ରମାନେ ହୁଅନ୍ତି


ଅନ୍ୟ ଭାଷାରେ ଅନୁବାଦ :

वह जो किसी के मर जाने पर नियमतः उसकी सम्पत्ति आदि का अधिकारी हो।

सामान्यतः किसी की संपत्ति के उत्तराधिकारी उसके बाल-बच्चे होते हैं।
उत्तराधिकारी, दायाधिकारी, वारिस

A person who is entitled by law or by the terms of a will to inherit the estate of another.

heir, heritor, inheritor

ଅର୍ଥ : କୌଣସି ବ୍ୟକ୍ତିଙ୍କ ଅନ୍ତେ ଯେଉଁ ବ୍ୟକ୍ତି ସେହି ପଦ ବା ସ୍ଥାନର ଅଧିକାରୀ ହୁଅନ୍ତି

ଉଦାହରଣ : ରାଜା ଜଣେ ଉତ୍ତମ ଉତ୍ତରାଧିକାରୀଙ୍କ ଅନ୍ୱେଷଣରେ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

वह जो किसी के हट जाने या न रहने पर उसके पद या स्थान का अधिकारी हो।

राजा को एक कुशल उत्तराधिकारी की तलाश थी।
उत्तराधिकारी

A person who follows next in order.

He was President Lincoln's successor.
replacement, successor