ଅର୍ଥ : ଉତ୍ତର ପ୍ରଦେଶର ଉତ୍ତରଭାଗକୁ ଅଲଗାକରି ତିଆରି କରାଯାଇଥିବା ଏକ ପର୍ବତୀୟ ରାଜ୍ୟ
ଉଦାହରଣ :
ନୈନିତାଲ, ଡେରାଡୁନ, ହରିଦ୍ୱାର, ଅଲ୍ମୋମୋଡ଼ା ଇତ୍ୟାଦି ଉତ୍ତରାଞ୍ଚଳର ପ୍ରମୁଖ ଦର୍ଶନୀୟ ସ୍ଥାନ
ସମକକ୍ଷ : ଉତ୍ତରାଖଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
उत्तर प्रदेश के उत्तरी क्षेत्र को अलग करके बनाया गया एक पर्वतीय राज्य।
नैनीताल, देहरादून, हरिद्वार,अल्मोड़ा इत्यादि उत्तराखंड के प्रमुख दर्शनीय स्थल हैं।