ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଚ୍ଛେଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଚ୍ଛେଦ   ବିଶେଷ୍ୟ

ଅର୍ଥ : କାହାରି ବାକ୍ୟ ବା ସିଦ୍ଧାନ୍ତର ଖଣ୍ଡନ କରିବା ନିମନ୍ତେ ବା ତାହାର ବିରୋଧ କରିବାପାଇଁ କୁହାଯାଇଥିବା କଥା

ଉଦାହରଣ : ପୃଥିବୀ ସ୍ଥିର ଅଛି ଏବଂ ସୂର୍ଯ୍ୟ ଗତିମାନ, ସର୍ବ ପ୍ରଥମେ ଏହି କଥାର ପ୍ରତିବାଦ ସୁକରାତ କରିଥିଲେ

ସମକକ୍ଷ : ଉଚ୍ଛେଦନ, ଖଣ୍ଡନ, ପ୍ରତିବାଦ, ବିରୋଧ


ଅନ୍ୟ ଭାଷାରେ ଅନୁବାଦ :

किसी के वाक्य या सिद्धांत का खंडन करने के निमित्त या उसका विरोध करने के लिए कही हुई बात।

पृथ्वी स्थिर है और सूर्य गतिमान, इस बात का सर्वप्रथम प्रतिवाद सुकरात ने किया था।
अपनय, अपनयन, अपनोदन, अपवाद, उच्छेद, उच्छेदन, खंडन, खण्डन, टिरफिस, प्रतिवाद, विरोध

A defendant's answer or plea denying the truth of the charges against him.

He gave evidence for the defense.
defence, defense, demurrer, denial