ଅର୍ଥ : ଜଣେ ଦାନବ
ଉଦାହରଣ :
ପୁରାଣମାନଙ୍କରେ ଉଗ୍ରଙ୍କ ବର୍ଣ୍ଣନା ମିଳେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୂର୍ବାଫାଲ୍ଗୁନୀ, ପୂର୍ବାଷାଢା,ପୂର୍ବାଭାଦ୍ରପଦ, ମଘା ତଥା ଭରଣୀ ଏହି ପାଞ୍ଚଟି ନକ୍ଷତ୍ର
ଉଦାହରଣ :
ଉଗ୍ର ନକ୍ଷତ୍ରମାନଙ୍କୁ ସ୍ବଭାବରୁହିଁ ପ୍ରବଳ ବୋଲି ବିଚାର କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
ज्योतिष के अनुसार पूर्वाफाल्गुनी, पूर्वाषाढ़ा, पूर्वाभाद्रपद, मघा तथा भरणी ये पाँचों नक्षत्र।
उग्र स्वभाव से ही प्रबल माने जाते है।ଅର୍ଥ : ଧୃତରାଷ୍ଟ୍ରଙ୍କର ଜଣେ ପୁତ୍ର
ଉଦାହରଣ :
ମହାଭାରତରେ ଉଗ୍ରଙ୍କ ଉଲ୍ଲେଖ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଶୂଦ୍ର ମାଆ ଏବଂ କ୍ଷତ୍ରିୟ ବାପାଙ୍କଠାରୁ ଉତ୍ପନ୍ନ ଗୋଟିଏ ପ୍ରାଚୀନ ସଙ୍କର ଜାତି
ଉଦାହରଣ :
କୁହାଯାଏ ଯେ ଉଗ୍ର ଜାତିର ଲୋକମାନଙ୍କ ସ୍ବଭାବ ବହୁତ ଉଗ୍ର ତଥା କ୍ରୂର ଥିଲା
ଅନ୍ୟ ଭାଷାରେ ଅନୁବାଦ :
शूद्र माता और क्षत्रिय पिता से उत्पन्न एक प्राचीन संकर जाति।
कहा जाता है कि उग्र लोगों का स्वभाव बहुत उग्र तथा क्रूर था।ଅର୍ଥ : ତେଜ ବା ପ୍ରଖର
ଉଦାହରଣ :
ଏହି କାମ କରିବା ନିମନ୍ତେ ତୀକ୍ଷ୍ଣ ବୁଦ୍ଧିର ଆବଶ୍ୟକତା ରହିଛି
ସମକକ୍ଷ : ତୀକ୍ଷ୍ଣ, ତୀବ୍ର, ତେଜ, ପ୍ରଖର, ଶାଣିତ
ଅନ୍ୟ ଭାଷାରେ ଅନୁବାଦ :
Having or demonstrating ability to recognize or draw fine distinctions.
An acute observer of politics and politicians.ଅର୍ଥ : ଯାହାକୁ ଦେଖିଲେ ଭୟ ବା ଡର ଲାଗେ
ଉଦାହରଣ :
ମହିଷାସୁରକୁ ମାରିବାପାଇଁ ମା’ କାଳୀ ପ୍ରଚଣ୍ଡ ରୂପ ଧାରଣ କରିଥିଲେ ମାନସିଂହ ଜଣେ ଉଗ୍ର ଡାକୁ ଥିଲା
ସମକକ୍ଷ : ପ୍ରଚଣ୍ଡ, ବିକଟ, ଭୀଷଣ, ଭୟଂକର, ଭୟଙ୍କର, ହିଂସ୍ର
ଅନ୍ୟ ଭାଷାରେ ଅନୁବାଦ :
जो अपने आकार-प्रकार, रूप-रङ्ग आदि की भीपणता या विकरालता के कारण देखनेवालों के मन में आतङ्क, आशङ्का या भय का संचार करता हो। जिसे देखने से भय या डर लगे।
महिषासुर को मारने के लिए माँ काली ने भयानक रूप धारण किया।Causing fear or dread or terror.
The awful war.