ଅର୍ଥ : ଇନ୍ଦ୍ରପୁରୀ ବା ଯେଉଁଠାରେ ଇନ୍ଦ୍ର ବାସ କରନ୍ତି
ଉଦାହରଣ :
ଇନ୍ଦ୍ରଲୋକର ଅଧିପତି ହେଉଛନ୍ତି ଇନ୍ଦ୍ର
ସମକକ୍ଷ : ଅମରପୁରୀ, ଅମରାବତୀ, ଇନ୍ଦ୍ରଲୋକ, ସ୍ୱର୍ଗ
ଅନ୍ୟ ଭାଷାରେ ଅନୁବାଦ :
इन्द्र का लोक या वह स्थान जहाँ इन्द्र निवास करते हैं।
इन्द्रलोक के अधिपति इन्द्र हैं।ଅର୍ଥ : ବହୁତ ଅଧିକ ସଜ୍ଜା ହୋଇଥିବା ସୁନ୍ଦର ସ୍ଥାନ
ଉଦାହରଣ :
ବିବାହ ମଣ୍ଡପକୁ ଇନ୍ଦ୍ରପୁରୀ ଭଳି ସଜ୍ଜା ଯାଇଥିଲା
ସମକକ୍ଷ : ଇଂଦ୍ରପୁରୀ
ଅନ୍ୟ ଭାଷାରେ ଅନୁବାଦ :
बहुत अधिक सजा हुआ तथा सुन्दर स्थान।
विवाह मंडप को इंद्रपुरी की तरह सजाया गया था।ଅର୍ଥ : ଯେଉଁ ସ୍ଥାନରେ ସବୁ ସୁଖ ମିଳେ
ଉଦାହରଣ :
ଏହି ଗାଁ ଆମ ପାଇଁ ସ୍ୱର୍ଗ
ସମକକ୍ଷ : ଇନ୍ଦ୍ର ରାଇଜ, ସ୍ୱର୍ଗ
ଅନ୍ୟ ଭାଷାରେ ଅନୁବାଦ :