ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇତିହାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇତିହାସ   ବିଶେଷ୍ୟ

ଅର୍ଥ : ଯେଉଁ ଶାସ୍ତ୍ରରେ ଐତିହାସିକ ଘଟଣା ବିଷୟରେ ଅଧ୍ୟୟନ କରାଯାଏ

ଉଦାହରଣ : ଇତିହାସ ମୋର ପ୍ରିୟ ବିଷୟ

ସମକକ୍ଷ : ଇତିହାସ ଶାସ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

वह शास्त्र जिसमें इतिहास की घटनाओं आदि का अध्ययन किया जाता है।

इतिहास मेरा प्रिय विषय है।
इतिहास, इतिहास शास्त्र

The discipline that records and interprets past events involving human beings.

He teaches Medieval history.
History takes the long view.
history

ଅର୍ଥ : ବିତି ଯଇଥିବା ପ୍ରସିଦ୍ଧ ଘଟଣା ସବୁ ଏବଂ ଏହା ସହ ସମ୍ବନ୍ଧିତ ଜୀବମାନଙ୍କ କାଳକ୍ରମ ଅନୁଯାୟୀ ବର୍ଣ୍ଣନା

ଉଦାହରଣ : ସେ ପ୍ରାଚୀନ ଇତିହାସ ପଢ଼ୁଛି

ସମକକ୍ଷ : ଅତୀତକଥା, ଇତିବୃତ୍ତ, ପୂର୍ବବୃତ୍ତ


ଅନ୍ୟ ଭାଷାରେ ଅନୁବାଦ :

बीती हुई प्रसिद्ध घटनाओं और उनसे संबंध रखनेवाले जीवों का कालक्रम से वर्णन।

वह प्राचीन इतिहास पढ़ रहा है।
इति-वृत्त, इतिवृत्त, इतिहास, तवारीख, तवारीख़, पूर्ववृत्त

A record or narrative description of past events.

A history of France.
He gave an inaccurate account of the plot to kill the president.
The story of exposure to lead.
account, chronicle, history, story