ଅର୍ଥ : ଇଂରେଜମାନଙ୍କ ଭାଷା ଯାହା ବ୍ରିଟେନ ସହିତ ଅନ୍ୟ କେତେକ ଦେଶର ମଧ୍ୟ ରାଷ୍ଟ୍ରଭାଷାରୂପେ ପ୍ରଚଳିତ ହେଉଛି
ଉଦାହରଣ :
ସେ ହିନ୍ଦୀ ସହିତ ଇଂରେଜୀ ମଧ୍ୟ କହିପାରନ୍ତି
ସମକକ୍ଷ : ଅଙ୍ଗ୍ରେଜୀ, ଇଂଗ୍ରେଜୀ, ଇଂଗ୍ଲିଶ, ଇଂରେଜୀଭାଷା
ଅନ୍ୟ ଭାଷାରେ ଅନୁବାଦ :
अँग्रेजों की भाषा जो ब्रिटेन के साथ ही साथ कई अन्य देशों की राजभाषा है।
वह हिंदी के साथ-साथ अंग्रेजी भी बोल लेता है।An Indo-European language belonging to the West Germanic branch. The official language of Britain and the United States and most of the commonwealth countries.
english, english languageଅର୍ଥ : ଇଂରେଜ ଭଳି ରଙ୍ଗଢଙ୍ଗ
ଉଦାହରଣ :
ଏଥିରେ ଇଂରେଜୀ ଗୀତିବାଦ୍ୟ ଚାଲୁଛି
ଅନ୍ୟ ଭାଷାରେ ଅନୁବାଦ :
अंग्रेजी तौर-तरीका।
उन पर अँग्रेजियत की धुन सवार है।