ଅର୍ଥ : ଯେଉଁ ବିଷୟରେ ଇଂରାଜୀ ଭାଷା ଓ ତାର ସାହିତ୍ୟ, ବ୍ୟାକରଣ ଆଦି ଅଧ୍ୟୟନ କରାଯାଏ
ଉଦାହରଣ :
ସେ ଶ୍ରେଣୀରେ ଇଂରାଜୀ ପଢ଼ାନ୍ତି
ଅନ୍ୟ ଭାଷାରେ ଅନୁବାଦ :
The discipline that studies the English language and literature.
englishଅର୍ଥ : ଇଂଲଣ୍ଡ ସଂବନ୍ଧିତ ବା ଇଂଲଣ୍ଡର
ଉଦାହରଣ :
ଇଂରେଜ ତ ଚାଲିଗଲେ କିନ୍ତୁ ଇଂରାଜୀ ସଭ୍ୟତା ଏଠାରେ ରହିଗଲା
ଅନ୍ୟ ଭାଷାରେ ଅନୁବାଦ :
इंग्लैंड से संबंधित या इंग्लैंड का।
अंग्रेज तो चले गए पर अंग्रेजी सभ्यता यहीं रह गई।Of or relating to or characteristic of England or its culture or people.
English history.