ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କାମ ଠିକ ଭାବରେ ସମ୍ପୂର୍ଣ୍ଣ କରିବା ବ୍ୟବସ୍ଥା
ଉଦାହରଣ : ଶ୍ୟାମ ଧର୍ମାନୁଷ୍ଠାନର ସମ୍ପୂର୍ଣ୍ଣ ଯୋଗାଡ଼ କରିଛି
ସମକକ୍ଷ : ପ୍ରବନ୍ଧ, ବନ୍ଦୋବସ୍ତ, ବ୍ୟବସ୍ଥା, ଯୋଗାଡ଼
ଅନ୍ୟ ଭାଷାରେ ଅନୁବାଦ :हिन्दी English
आर्थिक, राजनीतिक तथा समाजिक क्षेत्रों में घर-गृहस्थी, निर्माण-शालाओं या संस्थाओं के विभिन्न कार्यों तथा आयोजनों का अच्छी तरह से तथा कुशलतापूर्वक किया जानेवाला संचालन।
The act of managing something.
ଅର୍ଥ : କୌଣସି କାମପାଇଁ ପ୍ରଥମରୁ କରାଯାଉଥିବା ବ୍ୟବସ୍ଥା
ଉଦାହରଣ : କୃଷି ମନ୍ତ୍ରାଳୟଦ୍ୱାରା ଏକ କୃଷି ମେଳାର ଆୟୋଜନ କରାଯାଇଛି
ସମକକ୍ଷ : ବ୍ୟବସ୍ଥା
किसी काम के लिए पहले से किया जाने वाला प्रबंध।
The act or process of drawing up plans or layouts for some project or enterprise.
ସଂସ୍ଥାପନ କରନ୍ତୁ