ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆୟୋଜକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆୟୋଜକ   ବିଶେଷ୍ୟ

ଅର୍ଥ : ପ୍ରସ୍ତୁତ କରୁଥିବା ବ୍ୟକ୍ତି

ଉଦାହରଣ : ଆୟୋଜକଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟକ୍ରମ ବିଳମ୍ବ ହେଲା

ସମକକ୍ଷ : ପ୍ରସ୍ତୁତ କର୍ତ୍ତା


ଅନ୍ୟ ଭାଷାରେ ଅନୁବାଦ :

प्रस्तुत करने वाला व्यक्ति।

प्रस्तोता ही गायब है तो कार्यक्रम कैसे शुरू होगा !।
प्रस्तुत-कर्ता, प्रस्तुतकर्ता, प्रस्तोता

Someone who presents a message of some sort (as a petition or an address or a check or a memorial etc.).

presenter

ଅର୍ଥ : ଯେ ଆୟୋଜନ କରେ

ଉଦାହରଣ : ଏହି କବି ସମ୍ମେଳନର ଆୟୋଜକ ସୟଂ ଜଣେ କବି

ସମକକ୍ଷ : ଅୟୋଜନ କର୍ତ୍ତା


ଅନ୍ୟ ଭାଷାରେ ଅନୁବାଦ :

वह जो आयोजन करता हो।

इस कवि सम्मेलन के आयोजक स्वयं एक पहुँचे हुए कवि हैं।
आयोजक, आयोजन-कर्ता

A person who brings order and organization to an enterprise.

She was the organizer of the meeting.
arranger, organiser, organizer