ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଶ୍ୱାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଶ୍ୱାସ   ବିଶେଷ୍ୟ

ଅର୍ଥ : ଗ୍ରନ୍ଥ,ପୁସ୍ତକଆଦିର ଖଣ୍ଡ ବା ବିଭାଗ ଯେଉଁଥିରେ କୌଣସି ବିଷୟ ବା ତା’ର ବିଶେଷ ଅଂଶର ବିବେଚନା ହୋଇଥାଏ

ଉଦାହରଣ : ଆଜି ପ୍ରବଚନ ଦେବାସମୟରେ ମହାତ୍ମାଜୀ ଗୀତାର ପଞ୍ଚମଅଧ୍ୟାୟର ବ୍ୟାଖ୍ୟାକଲେ

ସମକକ୍ଷ : ଅଧ୍ୟାୟ, ଅନୁଚ୍ଛେଦ, ପରିଚ୍ଛେଦ, ପାଠ


ଅନ୍ୟ ଭାଷାରେ ଅନୁବାଦ :

ग्रन्थ, पुस्तक आदि का खंड या विभाग जिसमें किसी विषय या उसके विशेष अंग का विवेचन हो।

आज प्रवचन के दौरान महात्माजी ने गीता के पाँचवे अध्याय की व्याख्या की।
अध्याय, अनुच्छेद, अवच्छेद, आलोक, आश्वास, उच्छवास, परिच्छेद, पाठ, विच्छेद, समुल्लास

ଅର୍ଥ : ଦୁଖୀ ବ୍ୟକ୍ତିକୁ ଧୈର୍ଯ୍ୟ ଦେବାର କ୍ରିୟା ବା ଭାବ

ଉଦାହରଣ : ଘରୁ ଚୋରି ହୋଇଯିବାପରେ ସବୁ ଆଗନ୍ତୁକ ମହାଜନକୁ ସାଂତ୍ୱନା ଦେଉଥିଲେ

ସମକକ୍ଷ : ଆଶ୍ୱାସନା, ସାନ୍ତ୍ୱନା


ଅନ୍ୟ ଭାଷାରେ ଅନୁବାଦ :

दुखी व्यक्ति को धीरज देने की क्रिया या भाव।

उनकी सांत्वना से मुझे बहुत राहत मिली।
आश्वास, आश्वासन, ढाढ़स, ढारस, तसकीन, तसल्ली, तस्कीन, तीहा, दिलजोई, दिलासा, सांत्वना, सान्त्वना