ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଲୋଚନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଲୋଚନା   ବିଶେଷ୍ୟ

ଅର୍ଥ : କୌଣସି କଥାର ବିଚାର କିମ୍ବା ବିବେଚନା

ଉଦାହରଣ : ସମ୍ମିଳିତ ଭାବରେ ବେରୋଜଗାରୀ ଉପରେ ବିଚାର ବିମର୍ଶ କରାଯାଉଅଛି

ସମକକ୍ଷ : ବିଚାର ବିମର୍ଶ, ବିଶ୍ଳେଷଣ, ସମାଲୋଚନା


ଅନ୍ୟ ଭାଷାରେ ଅନୁବାଦ :

किसी बात का विचार या विवेचन।

गोष्ठी में बेरोज़गारी के ऊपर विचार विमर्श किया जा रहा है।
आलोड़न, विचार-विमर्श, विमर्श, सोच विचार

An exchange of views on some topic.

We had a good discussion.
We had a word or two about it.
discussion, give-and-take, word

ଅର୍ଥ : ଭଲଭାବରେ ଏବଂ ସତର୍କତାର ସହିତ କୌଣସି ସାହିତ୍ୟିକ କୃତିର ଗୁଣ ଓ ଦୋଷକୁ ବିବେଚନା କରାଯାଉଥିବା ଲେଖା

ଉଦାହରଣ : ଶିକ୍ଷୟତ୍ରୀ ନାଟକର ସମାଲୋଚନା ଲେଖିବାପାଇଁ କହିଲେ

ସମକକ୍ଷ : ସମାଲୋଚନା


ଅନ୍ୟ ଭାଷାରେ ଅନୁବାଦ :

अच्छी तरह देख-भाल कर किसी साहित्यिक कृति के गुण और दोषों की विवेचना करने वाला लेख।

शिक्षिका ने नाटक की समालोचना लिखने के लिए कहा।
आलोचना, समालोचना

A written evaluation of a work of literature.

criticism, literary criticism

ଅର୍ଥ : କୌଣସି କଥା ବା କାମର ଗୁଣ ଦୋଷ ଆଦି ସମ୍ବନ୍ଧରେ ପ୍ରକଟ କରାଯାଉଥିବା ବିଚାର

ଉଦାହରଣ : ସେ ଆଲୋଚନା ଶୁଣି ମଧ୍ୟ ଅପ୍ରଭାବିତ ରହିଲେ

ସମକକ୍ଷ : ଟୀକା, ଟୀପ୍ପଣୀ, ସମାଲୋଚନା


ଅନ୍ୟ ଭାଷାରେ ଅନୁବାଦ :

किसी बात या कार्य के गुण दोष आदि के संबंध में प्रकट किया जाने वाला विचार।

वे आलोचना सुनकर भी अप्रभावित रहे।
आलोचन, आलोचना, खिंचाई, टीका-टिप्पणी

A serious examination and judgment of something.

Constructive criticism is always appreciated.
criticism, critique

ଅର୍ଥ : ବିଚାର ପୂର୍ବକ ନିର୍ଣ୍ଣୟ କରାଯାଇଥିବା କାର୍ଯ୍ୟ

ଉଦାହରଣ : ଆଜିର ସଭାରେ ତୁଳସୀ ଦାସଙ୍କ ରଚନାଆଦିର ଆଲୋଚନା କରାଗଲା

ସମକକ୍ଷ : ବିବେଚନା, ମୀମାଂସା


ଅନ୍ୟ ଭାଷାରେ ଅନୁବାଦ :

विचारपूर्वक निर्णय करने की क्रिया।

आज की संगोष्ठी तुलसीदास की रचनाओं के विवेचन के लिए आयोजित की गई थी।
मीमांसा, विवेचन, विवेचना

The process of giving careful thought to something.

consideration

ଅର୍ଥ : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା

ଉଦାହରଣ : ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି

ସମକକ୍ଷ : ଗୋଷ୍ଠୀ, ଚର୍ଚ୍ଚା, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ


ଅନ୍ୟ ଭାଷାରେ ଅନୁବାଦ :

किसी विषय पर की जाने वाली बात-चीत।

वहाँ दहेज प्रथा के ऊपर चर्चा की जा रही है।
गोष्ठी, चर्चा, चर्चा-परिचर्चा, परिचर्चा

An exchange of views on some topic.

We had a good discussion.
We had a word or two about it.
discussion, give-and-take, word

ଆଲୋଚନା   କ୍ରିୟାପଦ

ଅର୍ଥ : ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା

ଉଦାହରଣ : ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ

ସମକକ୍ଷ : କଥା, କଥାବାର୍ତ୍ତା, ବାର୍ତ୍ତାଳାପ


ଅନ୍ୟ ଭାଷାରେ ଅନୁବାଦ :

दो या दो से अधिक व्यक्तियों का किसी प्रकरण पर आपस में कुछ कहना।

हम लोग तुम्हारे बारे में ही बात कर रहे थे।
चर्चा करना, बतियाना, बात करना, बातचीत करना, बोलना, बोलना बतियाना, बोलना-बतियाना, वार्तालाप करना

Talk socially without exchanging too much information.

The men were sitting in the cafe and shooting the breeze.
chaffer, chat, chatter, chew the fat, chit-chat, chitchat, claver, confab, confabulate, gossip, jaw, natter, shoot the breeze, visit