ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଲୋକବର୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଲୋକବର୍ଷ   ବିଶେଷ୍ୟ

ଅର୍ଥ : ଆଲୋକ ଏକ ବର୍ଷରେ ଗତି କରୁଥିବା ଦୂରତାକୁ ଭିତ୍ତି କରି ମହାକାଶରେ ଦୂରତା ମାପିବାର ଏକକ

ଉଦାହରଣ : ମହାକାଶରେ ଗ୍ରହ ନକ୍ଷତ୍ରମାନଙ୍କର ଦୂରତା ଆଲୋକବର୍ଷଦ୍ୱାରା ମାପ କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

दूरी नापने की इकाई जो निर्वात में प्रकाश द्वारा एक वर्ष में तय की गई दूरी के बराबर होती है।

प्रकाश वर्ष से खगोलीय पिंडों के बीच की दूरी नापते हैं।
प्रकाश वर्ष, प्रकाशवर्ष

The distance that light travels in a vacuum in 1 year. 5.88 trillion miles or 9.46 trillion kilometers.

light year, light-year