ଅର୍ଥ : ଚିତ୍ର ତିଆରି କରିବା ବା ଆଙ୍କିବା ପ୍ରକ୍ରିୟା
ଉଦାହରଣ :
ସେ ତା ଘର କାନ୍ଥରେ ଅତି ସୁନ୍ଦର ଚିତ୍ରାଙ୍କନ କରିଛି
ସମକକ୍ଷ : ଚିତ୍ରାଙ୍କନ
ଅନ୍ୟ ଭାଷାରେ ଅନୁବାଦ :
चित्र बनाने या अंकित करने की क्रिया।
उसने अपने घर की दीवारों पर बहुत सुंदर चित्रांकन किया है।A representation of forms or objects on a surface by means of lines.
Drawings of abstract forms.