ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆର୍ତ୍ତନାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆର୍ତ୍ତନାଦ   ବିଶେଷ୍ୟ

ଅର୍ଥ : ଦୁଃଖ, ବେଦନାଆଦି ସମୟରେ ଚିତ୍କାରକରି କାନ୍ଦିବାର କ୍ରିୟା

ଉଦାହରଣ : ମୁଁ ତାର ଆର୍ତ୍ତନାଦ ଶୁଣି କିଛି ଅଘଟଣର ଆଶଂକାରେ କମ୍ପି ଉଠିଲି


ଅନ୍ୟ ଭାଷାରେ ଅନୁବାଦ :

दुख, वेदना आदि के समय चिल्लाकर रोने की क्रिया।

उसका आर्तनाद सुनकर मैं किसी अनहोनी की आशंका से काँप उठा।
आर्तनाद, आर्त्तनाद

A loud utterance of emotion (especially when inarticulate).

A cry of rage.
A yell of pain.
cry, yell

ଅର୍ଥ : ମୁଁହରୁ ବାହାରୁ ଥିବା ବ୍ୟଥା ସୂଚକ ଶବ୍ଦ

ଉଦାହରଣ : ବୁଢ଼ାର ଆର୍ତ୍ତନାଦ ଶୁଣି ମୋର ହୃଦୟ ତରଳି ଗଲା

ସମକକ୍ଷ : ଆର୍ତ୍ତସ୍ୱର


ଅନ୍ୟ ଭାଷାରେ ଅନୁବାଦ :

मुँह से निकलने वाला व्यथा सूचक शब्द।

बूढ़े की कराह सुनकर मेरा हृदय द्रवित हो गया।
आर्तनाद, आर्तस्वर, आर्त्तनाद, आर्त्तस्वर, आह, कराह

An utterance expressing pain or disapproval.

groan, moan