ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆମ୍ବଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆମ୍ବଡ଼ା   ବିଶେଷ୍ୟ

ଅର୍ଥ : ଏକ ଗଛ ଯାହାର ଖଟା ଫଳ ଖିଆଯାଏ

ଉଦାହରଣ : ମାଙ୍କଡ ଆମ୍ବଡ଼ା ଗଛରେ ଚଢ଼ି ବସିଛି

ସମକକ୍ଷ : ଶାଲମା, ହାମ୍ବେଡ଼ା


ଅନ୍ୟ ଭାଷାରେ ଅନୁବାଦ :

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree

ଅର୍ଥ : ଜାମୁ ଆକାରର ହୋଇଥିବା ଏକ ଖାଦ୍ୟଫଳ

ଉଦାହରଣ : ମାଆ ଆମ୍ବଡ଼ା ଆଚାର ତିଆରି କରୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

एक प्रकार का खाद्यफल जो जामुन के आकार का होता है।

माँ आमड़े का अचार बना रही है।
अंबाड़ा, अमड़ा, अमार, अमारी, आमड़ा, आम्रत्, आम्रातक, चित्रपुष्पी, प्रस्थिका, मधुराम्लक, मधूकपर्णा, वर्षपाकी