ଅର୍ଥ : ରହିବାପାଇଁ ତିଆରି ହୋଇଥିବା
ଉଦାହରଣ :
ସହରରୁ ଦୂରବର୍ତ୍ତୀ ଆବାସିକ ସ୍ଥାନଗୁଡ଼ିକରେ ଘର ଶସ୍ତାଦାମରେ ମିଳୁଛି
ସମକକ୍ଷ : ଆବାସୀୟ
ଅନ୍ୟ ଭାଷାରେ ଅନୁବାଦ :
Used or designed for residence or limited to residences.
A residential hotel.ଅର୍ଥ : ଯାହା ପାଖରେ ଆବାସ ବା ରହିବାପାଇଁ ଘର ଅଛି
ଉଦାହରଣ :
ଆମ ଗାଁରେ ସବୁ ଲୋକ ଆବାସଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :
Used or designed for residence or limited to residences.
A residential hotel.ଅର୍ଥ : ଘର କିମ୍ବା ବାସସ୍ଥାନ ସହିତ ସଂବନ୍ଧିତ
ଉଦାହରଣ :
ବାସସ୍ଥାନ ସମସ୍ୟାର ସମାଧାନ ନିମନ୍ତେ ଗୋଟିଏ ଗୋଷ୍ଠୀ ନିଯୁକ୍ତ ହୋଇଛି
ସମକକ୍ଷ : ଆବାସୀୟ
ଅନ୍ୟ ଭାଷାରେ ଅନୁବାଦ :
Of or relating to or provided in a domicile.
Domiciliary medical care.