ଅର୍ଥ : ଯାହା କାମରେ ଲାଗେ ବା ଯାହାର ଉପଯୋଗ କରାଯାଏ
ଉଦାହରଣ :
ଗୁଡ଼ିଆ ମିଠେଇ ତିଆରିପାଇଁ ଆବଶ୍ୟକ ଜିନିଷର ତାଲିକା କଲା
ସମକକ୍ଷ : ଆବଶ୍ୟକ, ଉପଯୋଗୀ, ଦରକାରୀ, ବ୍ୟବହୃତ
ଅନ୍ୟ ଭାଷାରେ ଅନୁବାଦ :
जो काम में लाया गया हो या जिसका उपयोग किया गया हो।
हलवाई ने मिठाई में प्रयुक्त चीज़ों की सूची बनाई।ଅର୍ଥ : ଯାହାର ଆବଶ୍ୟକତା ଅଛି
ଉଦାହରଣ :
ସେ କିଛି ଆବଶ୍ୟକ କାମ କରିବା ନିମନ୍ତେ ସହରକୁ ଯାଇଛନ୍ତି ଆପଣଙ୍କର ଏ କାମ ବାଧ୍ୟତାମୂଳକ ନୁହେଁ ଏହା ବାଦଶାହଙ୍କର ଆବଶ୍ୟକୀୟ ଜରୁରୀ ହୁକୁମ୍
ସମକକ୍ଷ : ଜରୁରୀ, ବାଧ୍ୟତାମୂଳକ
ଅନ୍ୟ ଭାଷାରେ ଅନୁବାଦ :