ଅର୍ଥ : ଯାହା ଢଙ୍କା ବା ଆବୃତ ନୁହେଁ
ଉଦାହରଣ :
ଖୋଲା ଜିନିଷକୁ ଢାଙ୍କି ରଖ
ସମକକ୍ଷ : ଅନାଚ୍ଛାଦିତ, ଅନାବୃତ୍ତ, ଅଢ଼ଙ୍କା, ଖୋଲା
ଅନ୍ୟ ଭାଷାରେ ଅନୁବାଦ :
जो ढँका या आवृत न हो।
खुली वस्तुओं को ढक कर रखो।ଅର୍ଥ : ଯାହା ଆଗରେ କୌଣସି ଆବରଣ ନାହିଁ
ଉଦାହରଣ :
ଆବରଣହୀନ ଦ୍ୱାରଦେଇ ଘରର ପ୍ରତ୍ୟେକ ବସ୍ତୁ ଉଙ୍କି ମାରୁଥିଲା
ସମକକ୍ଷ : ଆବରଣରହିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଓଢ଼ଣା ପକାଇନାହିଁ
ଉଦାହରଣ :
ମୁଲ୍ଲାଜୀ କେତେକ ପର୍ଦ୍ଦାହୀନ ସ୍ତ୍ରୀମାନଙ୍କସହିତ ଥଟାମଜା କରୁଥିଲେ
ସମକକ୍ଷ : ପର୍ଦ୍ଦାହୀନ
ଅନ୍ୟ ଭାଷାରେ ଅନୁବାଦ :