ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆପାତକାଳୀନ ପରିସ୍ଥିତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ହଠାତ ଆସି ପହଞ୍ଚୁଥିବା ଅନାପେକ୍ଷିତ ସଙ୍କଟ

ଉଦାହରଣ : ଉଡ଼ାଜାହାଜର ଇଞ୍ଜିନ ଅଚଳ ହେବାରୁ ଜରୁରୀକାଳୀନ ପରିସ୍ଥିତି ଉତ୍ପନ୍ନ ହେଲା

ସମକକ୍ଷ : ଜରୁରୀକାଳୀନ ପରିସ୍ଥିତି


ଅନ୍ୟ ଭାଷାରେ ଅନୁବାଦ :

अचानक आया हुआ अनपेक्षित संकट।

हवाई जहाज का इंजन बंद होते ही आपात स्थिति पैदा हो गई।
आपात स्थिति, इमर्जन्सी, इमर्जेन्सी

A sudden unforeseen crisis (usually involving danger) that requires immediate action.

He never knew what to do in an emergency.
emergency, exigency, pinch