ଅର୍ଥ : କଳ୍ପନାର ଆଧାରରେ
ଉଦାହରଣ :
ସେ କବୀରକୁ ଆନୁମାନିକ ଚାରିକିଲୋ ଅଟା ଦେଲା
ସମକକ୍ଷ : ଅନୁମାନତ, ଅନ୍ଦାଜ, ପାଖାପାଖି, ପ୍ରାୟ
ଅନ୍ୟ ଭାଷାରେ ଅନୁବାଦ :
(of quantities) imprecise but fairly close to correct.
Lasted approximately an hour.ଅର୍ଥ : କେବଳ ଅଟକଳ ବା ଅନୁମାନରେ ଭାବିବା ବା ଜାଣିବା
ଉଦାହରଣ :
ଆନୁମାନିକ ଧାରଣାରେ ସତକୁ ମିଛ କରାଯାଇ ପାରିବନାହିଁ
ସମକକ୍ଷ : ଅନୁମାନିଆ
ଅନ୍ୟ ଭାଷାରେ ଅନୁବାଦ :
केवल अटकल या अनुमान से सोचा या समझा हुआ।
अटकलपच्चू धारणाओं के द्वारा सत्य को झुठलाया नहीं जा सकता।ଅର୍ଥ : ଯାହାକୁ ଅନୁମାନରେ ଚିନ୍ତାକରାଯାଇଥାଏ ବା ବୁଝାଯାଇଥାଏ
ଉଦାହରଣ :
ରାମର ଆନୁମାନିକ ବୟସ କେତେ ହେବ?
ଅନ୍ୟ ଭାଷାରେ ଅନୁବାଦ :
Not quite exact or correct.
The approximate time was 10 o'clock.