ଅର୍ଥ : କୌଣସି ଭଲକାମପାଇଁ କିମ୍ବା ଅନ୍ୟପାଇଁ ନିଜର ସୁଖ, ଲାଭ ଇତ୍ୟାଦି ଛାଡ଼ିବା କାର୍ଯ୍ୟ
ଉଦାହରଣ :
ଦଧିଚୀ ଦେବ କଲ୍ୟାଣପାଇଁ ଆତ୍ମଦାନ କରି ମୃତ୍ୟୁକୁ ବରଣ କଲେ
ସମକକ୍ଷ : ଆତ୍ମଦାନ, ଆତ୍ମବଳି, ଆତ୍ମୋତ୍ସର୍ଗ
ଅନ୍ୟ ଭାଷାରେ ଅନୁବାଦ :
किसी अच्छे काम के लिए या दूसरों के लिए अपना सुख,लाभ आदि छोड़ने की क्रिया या भाव।
दधीचि ने देव कल्याण के लिए आत्मदान कर मौत को गले लगा लिया।Renunciation of your own interests in favor of the interests of others.
abnegation, denial, self-abnegation, self-denial, self-renunciation