ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଲୋକ ନିଃସନ୍ତାନ ହୋଇ ମରିଯାଇଛି
ଉଦାହରଣ : ମନୋହର ଆଣ୍ଠୁକୁଡ଼ା ଥିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
वह आदमी जो निस्संतान ही मर गया हो।
ଅର୍ଥ : ଯାହାର ସନ୍ତାନ ନଥାଏ
ଉଦାହରଣ : ଆଣ୍ଠୁକୁଡ଼ାକୁ ସହୃଦୟ ହେବା ଉଚିତ
वह जो बच्चा न हो।
ଅର୍ଥ : ଯାହାର ସନ୍ତାନ ହୁଏନାହିଁ(ପୁରୁଷ)
ଉଦାହରଣ : ସନ୍ତାନହୀନ ମଙ୍ଗଳ ଦ୍ୱିତୀୟ ବିବାହ କରିବାକୁ ମନାକରିଦେଲେ
ସମକକ୍ଷ : ସନ୍ତାନହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसे संतान न हो (पुरुष)।
Without offspring.
ସଂସ୍ଥାପନ କରନ୍ତୁ