ଅର୍ଥ : ପେଟର ସ୍ନାୟୁତନ୍ତ୍ରୀର ଏକ ରୋଗ
ଉଦାହରଣ :
ଏହି ରୋଗୀ ଆଟ୍ଟୋପ ରୋଗରେ ପୀଡିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପେଟର ସ୍ନାୟୁଗୁଡିକ ଟାଣିବା
ଉଦାହରଣ :
ଆଟ୍ଟୋପରୁ ରକ୍ଷାପାଇବାପାଇଁ ସବୁଠାରୁ ସହଜ ଉପାୟ ହେଉଛି ହାଲୁକା ଏବଂ ସୁପାଚ୍ୟ ଭୋଜନ ଅଳ୍ପ ମାତ୍ରାରେ ଖାଇବା
ଅନ୍ୟ ଭାଷାରେ ଅନୁବାଦ :
पेट की नसों का तनाव।
आट्टोप से बचने का सबसे आसान तरीका है हल्का और सुपाच्य भोजन कम मात्रा में खाना।