ଅର୍ଥ : ଦୁଇ ହାତକୁ ମିଶାଇ ତେଢ଼ା କଲେ ହେଉଥିବା ଖାଲ ଯେଉଁଥିରେ କିଛି ନିଆଯାଇପାରିବ ବା ଦିଆଯାଇପାରିବ
ଉଦାହରଣ :
ସେ ଆଞ୍ଜୁଳାରେ ଫୁଲନେଇ ଭଗବାନଙ୍କ ଉପରେ ଚଢ଼ାଇଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ଆଞ୍ଜୁଳାରେ ଅଣା ଯାଉଥିବା ମାତ୍ରା
ଉଦାହରଣ :
ସେ ଭିକାରୀ ଥଳିରେ ଏକ ଆଞ୍ଜୁଳା ଚାଉଳ ଦେଇଦେଲେ
ଅନ୍ୟ ଭାଷାରେ ଅନୁବାଦ :