ଅର୍ଥ : ହାତ ଅଙ୍ଗୁଳିର ଗୋଟିଏ ଶିରାରୁ ଅନ୍ୟଶିରା ପର୍ଯ୍ୟନ୍ତ ଦୂରତା
ଉଦାହରଣ :
ଲେଖିବା ସମୟରେ ଦୁଇଟି ଶବ୍ଦ ମଧ୍ୟରେ ଏକ ଆଙ୍ଗୁଳ ଦୂରତା ରହିବା ଦରକାର
ସମକକ୍ଷ : ଅଙ୍ଗୁଳି
ଅନ୍ୟ ଭାଷାରେ ଅନୁବାଦ :
The length of breadth of a finger used as a linear measure.
digit, finger, finger's breadth, fingerbreadthଅର୍ଥ : ଆଙ୍ଗୁଳିର ଚଉଡ଼ାସହ ସମାନ ଏକ ମାପ
ଉଦାହରଣ :
ରାମର ଆକାର ବର୍ଷକ ମଧ୍ୟରେ ଚାରି ଆଙ୍ଗୁଳ ବଢ଼ିଯାଇଛି
ସମକକ୍ଷ : ଅଙ୍ଗୁଳ, ଅଙ୍ଗୁଳି, ଆଙ୍ଗୁଳି
ଅନ୍ୟ ଭାଷାରେ ଅନୁବାଦ :
The length of breadth of a finger used as a linear measure.
digit, finger, finger's breadth, fingerbreadth