ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଙ୍କୁଶା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଙ୍କୁଶା   ବିଶେଷ୍ୟ

ଅର୍ଥ : ଭାତିରେ ଅଙ୍ଗାରସବୁକୁ ଏପାଖ ସେପାଖ ବା ଉପର ତଳ କରିବା ହତିଆର

ଉଦାହରଣ : କମାର ଆଙ୍କୁଶାରେ ଭାତି ନିଆଁକୁ ତେଜୁଛି


ଅନ୍ୟ ଭାଷାରେ ଅନୁବାଦ :

भट्टी के अंगारों को हिलाने या ऊपर नीचे करने का औजार।

लोहार कुरेदनी से भट्टी की आग को कुरेद रहा है।
अँकुसी, अंकुसी, कुरेदनी, कुरेलनी

Fire iron consisting of a metal rod with a handle. Used to stir a fire.

fire hook, poker, salamander, stove poker