ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅତି ପାଚୀନ ସମୟରେ ବା ପୂର୍ବ କାଳରେ
ଉଦାହରଣ : ଆଗରୁ ଭାରତ ବିଶ୍ୱ ଶିକ୍ଷାର କେନ୍ଦ୍ର ଥିଲା
ସମକକ୍ଷ : ପୂର୍ବରେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बहुत पुराने समय में या पूर्व काल में।
In the past.
ଅର୍ଥ : ବିତି ଯାଇଥିବା ସମୟରେ
ଉଦାହରଣ : ଆଗରୁ ଘଟିଥିବା ଘଟଣାକୁ ମନେ ପକାଇ ସେ କାନ୍ଦିବାକୁ ଲାଗିଲେ
ସମକକ୍ଷ : ପହିଲିରୁ, ପହିଲେ, ପୂର୍ବରୁ, ପ୍ରଥମରୁ
ଅନ୍ୟ ଭାଷାରେ ଅନୁବାଦ :हिन्दी
बीते हुए समय में।
ଅର୍ଥ : ବିତି ଯାଇଥିବା ସମୟରୁ କିମ୍ବା ପ୍ରଥମରୁ
ଉଦାହରଣ : ମୁଁ ତାକୁ ପ୍ରଥମରୁ ଜାଣିଛି
ସମକକ୍ଷ : ଆଦ୍ୟରୁ, ପୂର୍ବରୁ, ପ୍ରଥମରୁ
बीते हुए समय से या पहले से।
ସଂସ୍ଥାପନ କରନ୍ତୁ