ଅର୍ଥ : ଯାହାର ପ୍ରବେଶ ହୋଇଛି ବା ଯେ ପ୍ରବେଶ କରିଛି
ଉଦାହରଣ :
ପ୍ରବିଷ୍ଟ ବ୍ୟକ୍ତିଙ୍କ ସହ ଆପଣଙ୍କର କଣ ସମ୍ବନ୍ଧ ଅଛି?
ସମକକ୍ଷ : ପହଞ୍ଚିଥିବା, ପ୍ରବିଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଅନ୍ୟ ସ୍ଥାନ ବା ଦେଶରୁ ଆସିଥାଏ ବା ବାହାରୁ ଆମଦାନୀ କରାଯାଇଥାଏ
ଉଦାହରଣ :
ଅନ୍ୟ ଦେଶରୁ ଆମଦାନୀ କରାଯାଇଥିବା ବସ୍ତୁଗୁଡ଼ିକ ଅପେକ୍ଷା ସ୍ୱଦେଶ ବସ୍ତୁଗୁଡ଼ିକ ଭଲ
ସମକକ୍ଷ : ଅଣାଯାଇଥିବା, ଆନୀତ, ଆମଦାନୀ, ଆୟାତ
ଅନ୍ୟ ଭାଷାରେ ଅନୁବାଦ :
जो दूसरे स्थान या देश से आया हो या बाहर से मँगाया हुआ।
दूसरे देश से आयातित वस्तुओं की अपेक्षा अपने देश की वस्तुएँ अच्छी हैं।