ଅର୍ଥ : ସେହି ସ୍ଥାନର ବା ସେହି ସ୍ଥାନସହିତ ସମ୍ବନ୍ଧିତ
ଉଦାହରଣ :
ଏହା ବାରଣାସୀର ଏକ ସ୍ଥାନୀୟ ସମାଚାର ପତ୍ର
ଅନ୍ୟ ଭାଷାରେ ଅନୁବାଦ :
Of or belonging to or characteristic of a particular locality or neighborhood.
Local customs.ଅର୍ଥ : କ୍ଷେତ୍ରର ବା କ୍ଷେତ୍ର ସହିତ ସମ୍ବନ୍ଧିତ
ଉଦାହରଣ :
ଆମ ବିଦ୍ୟାଳୟରେ ଆଂଚଳିକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଛି
ସମକକ୍ଷ : କ୍ଷେତ୍ରୀୟ
ଅନ୍ୟ ଭାଷାରେ ଅନୁବାଦ :
Of or relating to a territory.
The territorial government of the Virgin Islands.