ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅହ୍ମୁଣିଆଗୋଛା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅହ୍ମୁଣିଆଗୋଛା   ବିଶେଷ୍ୟ

ଅର୍ଥ : ନବାନ୍ନପାଇଁ ଫସଲରୁ ଆଗୁଆ କଟାଯାଇ ଅଣାଯାଇଥିବା ଗୋଛା

ଉଦାହରଣ : ସେ ମୁଣ୍ଡ ଉପରୁ ଅହ୍ମୁଣିଆଗୋଛା ଓଲ୍ଲାଇ ଅଗଣାରେ ରଖିଲା

ସମକକ୍ଷ : ଅମଣିଆଁଗୋଛା, ଅମଣିଆଗୋଛା, ଅହ୍ମଣିଆଗୋଛା


ଅନ୍ୟ ଭାଷାରେ ଅନୁବାଦ :

नवान्न आदि के लिए पहले पहल काटकर घर लाई गई फसल जिसके अन्न से प्रायः देवताओं की पूजा होती है और ब्राह्मण आदि खिलाए जाते हैं।

उसने सिर की अवाँसी उतारकर आँगन में रखी।
अरवन, अवई, अवरी, अवसी, अवाँसी, ददरी