ଅର୍ଥ : ଅହିଂସାବାଦର ସମର୍ଥକ
ଉଦାହରଣ :
ଅହିଂସାବାଦୀମାନେ ଭ୍ରଷ୍ଟାଚାର ବିରୁଦ୍ଧରେ ଅନଶନ ଆରମ୍ଭ କରିଦେଇଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅହିଂସାବାଦର ବା ଅହିଂସାବାଦ ସହ ସମ୍ବନ୍ଧିତ
ଉଦାହରଣ :
ଭାରତ ଏକ ଅହିଂସାବାଦୀ ଦେଶ
ଅନ୍ୟ ଭାଷାରେ ଅନୁବାଦ :
Abstaining (on principle) from the use of violence.
nonviolent