ଅର୍ଥ : ମୁସଲମାନ ରାଜ୍ୟର ଯେଉଁ ଠିକାଦାର ଶତକଡା ତିନିଟଙ୍କା ହାର ବନ୍ଧକରେ ରାଜ୍ୟ ତରଫରୁ କରଅସୁଲ କରୁଥିଲେ
ଉଦାହରଣ :
ପୂର୍ବତନ ଅହଦଦାର ନିଜକାମରେ ବହୁତ ପ୍ରବୀଣ ଥିଲା
ଅନ୍ୟ ଭାଷାରେ ଅନୁବାଦ :
मुसलमानी राज्य का वह ठेकेदार जो तीन रुपया सैकड़ा बंधेज पर राज्य की ओर से कर वसूल करता था।
पिछला अहददार अपने काम में बहुत दुरुस्त था।