ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ଥିସଂଚୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ଥିସଂଚୟ   ବିଶେଷ୍ୟ

ଅର୍ଥ : ଅନ୍ତ୍ୟେଷ୍ଠି ସଂସ୍କାର ପରେ ଚିତା ଶାନ୍ତ ହୋଇଯିବାପରେ ବଳକା ରହିଥିବା ହାଡ଼କୁ ଏକତ୍ରିତ କରିବାର କାର୍ଯ୍ୟ

ଉଦାହରଣ : ଦାଦାଜୀଙ୍କ ଅସ୍ଥିସଂଚୟ ପାଇଁ ଲୋକ ବାଜାଟମକ ସହ ଯାଉଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

अंत्येष्टि संस्कार के बाद चिता के शांत हो जाने पर बची हुई हड्डियों को एकत्रित करने का कार्य।

दादाजी के अस्थिसंचय के लिए लोग बाजे-गाजे के साथ जा रहे हैं।
अस्थिसंचय, अस्थिसञ्चय, फूल चुनना