ଅର୍ଥ : ଅସ୍ତ୍ର ରହୁଥିବା ସ୍ଥାନ
ଉଦାହରଣ :
ଏହି ସମୟରେ ଅସ୍ତ୍ରାଗାରରେ ଯୁଦ୍ଧପାଇଁ ପର୍ଯ୍ୟାପ୍ତ ଅସ୍ତ୍ର ନାହିଁ
ସମକକ୍ଷ : ଅସ୍ତ୍ରଶାଳା, ହତିଆର ଘର
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ अस्त्र रखे जाते हैं।
अस्त्रागार में इस समय युद्ध के लिए पर्याप्त अस्त्र नहीं है।ଅର୍ଥ : ଶସ୍ତ୍ର ରଖିବା ସ୍ଥାନ
ଉଦାହରଣ :
ଏହି ଶସ୍ତ୍ରାଗାର ଗୁଳି, ବାରୁଦ ଆଦିରେ ଭରିରହିଛି
ସମକକ୍ଷ : ଆୟୁଧାଗାର, ଶାସ୍ତ୍ରାଗାର
ଅନ୍ୟ ଭାଷାରେ ଅନୁବାଦ :
शस्त्रों के रखने का स्थान।
यह शस्त्रागार गोले, बारूदों आदि से भरा हुआ है।