ଅର୍ଥ : ଯେଉଁ କାରିଗର ଅସ୍ତ୍ର ବା ହତିଆର ତିଆରିଥାଏ
ଉଦାହରଣ :
ସେନାପତି ଅସ୍ତ୍ରକାରଠାରୁ ପ୍ରକାର ପ୍ରକାରର ଅସ୍ତ୍ରଶସ୍ତ୍ର କିଣିଲେ
ସମକକ୍ଷ : ଅସ୍ତ୍ର-ନିର୍ମାତା
ଅନ୍ୟ ଭାଷାରେ ଅନୁବାଦ :
वह कारीगर जो अस्त्र या हथियार बनाता हो या हथियार बनाने वाला कारीगर।
सेनापति ने अस्त्रकार से तरह-तरह के अस्त्र-शस्त्र खरीदे।