ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ତେୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ତେୟ   ବିଶେଷ୍ୟ

ଅର୍ଥ : ସ୍ତେୟ ବା ଚୋରୀ ନକରିବାର କ୍ରିୟା

ଉଦାହରଣ : ଚୋରର ଅସ୍ତେୟ କାମନା କଦାପି ପୂରଣ ହେଲାନାହିଁ


ଅନ୍ୟ ଭାଷାରେ ଅନୁବାଦ :

स्तेय या चोरी न करने की क्रिया।

चोर की अस्तेय की चाह कभी पूरी नहीं हुई।
अस्तेय

ଅର୍ଥ : ଯୋଗର ଆଠଅଙ୍ଗରୁ ନିୟମ ନାମକ ତୃତୀୟ ଅଙ୍ଗର ଅନ୍ତର୍ଗତ ଚୋରି ନକରିବାର ଗୋଟିଏ ବ୍ରତ

ଉଦାହରଣ : ସେ ଜୀବନସାରା ଅସ୍ତେୟ ପାଳନ କଲା


ଅନ୍ୟ ଭାଷାରେ ଅନୁବାଦ :

योग के आठ अंगों में नियम नामक तीसरे अंग के अंतर्गत चोरी न करने का एक व्रत।

उन्होंने अस्तेय का पालन जीवन भर किया।
अस्तेय