ଅର୍ଥ : ଧର୍ମଗ୍ରନ୍ଥରେ ସ୍ୱୀକୃତ ଯେଉଁ ଦୁଷ୍ଟାତ୍ମାମାନେ ଧର୍ମ ବିରୋଧୀକାର୍ଯ୍ୟ କରନ୍ତି ତଥା ଦେବତା ଓ ଋଷିମାନଙ୍କ ଶତ୍ରୁ ହୋଇଥାନ୍ତି
ଉଦାହରଣ :
ପୁରାତନ କାଳରେ ରାକ୍ଷସମାନଙ୍କ ଡରରେ ଧର୍ମକାର୍ଯ୍ୟ କରିବା କଠିନ ହୋଇ ପଡ଼ୁଥିଲା
ସମକକ୍ଷ : ଦତିସୁତ, ଦାନବ, ଦୈତ୍ୟ, ରାକ୍ଷସ
ଅନ୍ୟ ଭାଷାରେ ଅନୁବାଦ :
धर्म-ग्रंथों में मान्य वे दुष्ट आत्माएँ जो धर्म विरोधी कार्य करती हैं तथा देवताओं, ऋषियों आदि की शत्रु हैं।
पुरातन काल में राक्षसों के डर से धर्म कार्य करना मुश्किल होता था।ଅର୍ଥ : ବୈଦଶାସ୍ତ୍ରାନୁସାରେ ଗୋଟିଏ ପ୍ରକାର ପ୍ରମାଦ ରୋଗ
ଉଦାହରଣ :
ଅସୁର ରୋଗରେ ରୋଗୀର ପରିଶ୍ରା ଆସେନାହିଁ ଏବଂ ସେ ଅକଥାକଥା ବକିଥାଏ
ଅନ୍ୟ ଭାଷାରେ ଅନୁବାଦ :
वैद्यक के अनुसार एक प्रकार का प्रमाद रोग।
असुर में रोगी को पसीना नहीं आता है और वह अंडबंड बकता है।