ଅର୍ଥ : ହଇରାଣ କରୁଥିବା କଥାଆଦି
ଉଦାହରଣ :
ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ
ସମକକ୍ଷ : ଅସ୍ତବ୍ୟସ୍ତତା, ଉଦବିଗ୍ନତା, ହଇରାଣ
ଅନ୍ୟ ଭାଷାରେ ଅନୁବାଦ :
A situation or condition that is complex or confused.
Her coming was a serious complication.ଅର୍ଥ : କୌଣସି ବସ୍ତୁ ,ପରିସ୍ଥିତି ଆଦିକୁ ଧରିବା ବା ବ୍ୟବହାର କରିବାଯୋଗ୍ୟ କରାଇବା କ୍ରିୟା
ଉଦାହରଣ :
ରାସ୍ତା ପାରି କରିବା ସମୟରେ ରାହୁଳ ଗାଡ଼ି ଅସୁବିଧା ପରିସ୍ଥିତିକୁ ଆସିଲା
ସମକକ୍ଷ : ସମସ୍ୟା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମୂଲ୍ୟହୀନ ଅସ୍ତବ୍ୟସ୍ତ
ଉଦାହରଣ :
ମୁଁ ଏ କି ଅସୁବିଧାରେ ପଡ଼ିଲି?
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଡ଼ୁଆ ହେବାର କ୍ରିୟା ବା ଭାବ
ଉଦାହରଣ :
ଏହି କାର୍ଯ୍ୟ କରିବାରେ ଅନେକ ଅଡ଼ୁଆ ଆସିପାରେ
ଅନ୍ୟ ଭାଷାରେ ଅନୁବାଦ :
Trouble or confusion resulting from complexity.
perplexityଅର୍ଥ : ସେହି ସ୍ଥିତି ଯେଉଁଥିରେ କୌଣସି କାମ କରିବାପାଇଁ କିଛି ବିଘ୍ନ ବା ବାଧା ହୁଏ
ଉଦାହରଣ :
ଏହି ପରିସ୍ଥିତିରେ କାମ କରିବା ମୋପାଇଁ କଠିନ ହେଉଛି
ଅନ୍ୟ ଭାଷାରେ ଅନୁବାଦ :
A condition or state of affairs almost beyond one's ability to deal with and requiring great effort to bear or overcome.
Grappling with financial difficulties.